କନକ ବ୍ୟୁରୋ : ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୟସ ୭୬ ହେଲାଣି । ଆଉ ଏହି ବୟସରେ ବି ସେ ବେଶ୍ ଫିଟ ଓ ସୁସ୍ଥ ଦେଖାଯାଆନ୍ତି । ୪୦ ବର୍ଷ ଧରି ସେ ମଧୁମେହ ରୋଗରେ ପୀଡିତ ହୋଇଛନ୍ତି । କିନ୍ତୁ ଆଜି ବି ସେ ସୁସ୍ଥ ଓ ଫିଟ୍ ଅଛନ୍ତି । ଏଥିପାଇଁ ସେ ଦୈନନ୍ଦିନ ବ୍ୟାୟାମ ଓ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି । ଜାଣନ୍ତୁ ନିଜ ଫିଟନେସ ନେଇ ସେ କହୁଛନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us