ବାଚସ୍ପତିଙ୍କ ଫିଟନେସ ମନ୍ତ୍ର : ୭୬ ବୟସରେ ବି କେମିତି ସୁସ୍ଥ ଓ ଫିଟ ଅଛନ୍ତି କହିଲେ ସୂର୍ଯ୍ୟ ପାତ୍ର; ଜୀବନ ଶୈଳୀ ଓ ବ୍ୟାୟାମ ଉପରେ ଦେଲେ ଗୁରୁତ୍ୱ

119

କନକ ବ୍ୟୁରୋ : ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବୟସ ୭୬ ହେଲାଣି । ଆଉ ଏହି ବୟସରେ ବି ସେ ବେଶ୍ ଫିଟ ଓ ସୁସ୍ଥ ଦେଖାଯାଆନ୍ତି । ୪୦ ବର୍ଷ ଧରି ସେ ମଧୁମେହ ରୋଗରେ ପୀଡିତ ହୋଇଛନ୍ତି । କିନ୍ତୁ ଆଜି ବି ସେ ସୁସ୍ଥ ଓ ଫିଟ୍ ଅଛନ୍ତି । ଏଥିପାଇଁ ସେ ଦୈନନ୍ଦିନ ବ୍ୟାୟାମ ଓ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇଥାନ୍ତି । ଜାଣନ୍ତୁ ନିଜ ଫିଟନେସ ନେଇ ସେ କହୁଛନ୍ତି ।

 

Comments are closed.