ଡ୍ରାଇଭର ସଂଘର ପଦଯାତ୍ରା : ପଳାସୁଣି ଛକରୁ ନବୀନ ନିବାସ ଯାଏଁ ବାହାରିଛନ୍ତି ୩୦ ଜିଲ୍ଲାର ଶତାଧିକ ସଦସ୍ୟ

Advertisment
ଡ୍ରାଇଭର ସଂଘର ପଦଯାତ୍ରା : ପଳାସୁଣି ଛକରୁ ନବୀନ ନିବାସ ଯାଏଁ ବାହାରିଛନ୍ତି ୩୦ ଜିଲ୍ଲାର ଶତାଧିକ ସଦସ୍ୟ

କନକ ବ୍ୟୁରୋ : ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଓଡ଼ିଶା ଡ୍ରାଇଭର ମହାସଂଘ । କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତା ପ୍ରଦାନ ରିବାକୁ ଦାବି କରିଛିି ସଂଘ । ଏହି ପଦଯାତ୍ରାରେ ରାଜ୍ୟର ୩୦ ଜିଲ୍ଲାର ଡ୍ରାଇଭର ସାମିଲ ହୋଇଛନ୍ତି । ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଧ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି କରିଛି ମହାସଂଘ । ଏହା ସହ ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି । ଦୁର୍ଘଟଣା ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବିରେ ଏହି ପଦଯାତ୍ରା କରୁଛି ମହାସଂଘ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe