କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୪୬ ଜଣ ହୋଇଥିବାବେଳେ, କଟକରେ ୩୧୯, ବାଲେଶ୍ୱରରେ ୧୭୬ ଓ ଯାଜପୁରରେ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜିଲ୍ଲାରେ ଶହେ ତଳେ ସଂକ୍ରମଣ ରହିଛି । ସେପଟେ ୬୪ ମୃତ୍ୟୁର ହିସାବ ଦେଇଛନ୍ତି ରାଜ୍ୟ ସରକାର । ୨୪ ଘଣ୍ଟା ଭିତରେ ୭୦ ହଜାର ୨୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨.୯୪ ପ୍ରତିଶତ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୨୩ହଜାର ୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତ ରହିଛନ୍ତି ୨୧ ହଜାର ୭୪୨ ।
Covid-19 Report For 15th July
New Positive Cases: 2070
In Quarantine: 1195
Local Contacts: 875(Details of local contacts will be shared by concerned Dist Administration)
District Wise Cases:
1. Angul: 57
2. Balasore: 176
3. Bargarh: 15
4. Bhadrak: 66
5. Balangir: 7— I & PR Department, Odisha (@IPR_Odisha) July 16, 2021
22. Mayurbhanj: 81
23. Nawarangpur: 11
24. Nayagarh: 59
25. Nuapada: 7
26. Puri: 110
27. Rayagada: 18
28. Sambalpur: 16
29. Sonepur: 8
30. Sundargarh: 66
31. State Pool: 85New recoveries: 2563
Cumulative tested: 14915504
Positive: 949929
Recovered: 923209
Active cases: 21742— I & PR Department, Odisha (@IPR_Odisha) July 16, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/covid-19-vaccine.jpg)