କନକ ବ୍ୟୁରୋ: ଗରିବଲୋକଙ୍କୁତାଙ୍କଅଧିକାରରୁକେହିବିବଞ୍ଚିତକରିପାରିବେନାହିଁ।ଗରିବଲୋକଙ୍କରସମ୍ମାନରସହବଞ୍ଚିବାରସମସ୍ତଅଧିକାରରହିଛି ।ଆଜିନିର୍ମାଣଶ୍ରମିକମାନଙ୍କୁଭିଡିଓକନ୍ଫରେନ୍ସିଂଜରିଆରେଆୟୋଜିତଏକକାର୍ଯ୍ୟକ୍ରମରେକୋଭିଡସହାୟତାପ୍ରଦାନକରିବା ସହ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀନବୀନପଟ୍ଟନାୟକ । ଏହି ପ୍ୟାକେଜରେପ୍ରତିପଞ୍ଜୀକୃତନିର୍ମାଣଶ୍ରମିକ୧୫୦୦ଟଙ୍କାଲେଖାଏପାଇଛନ୍ତି ।ଗତବର୍ଷମଧ୍ୟକୋଭିଡରପ୍ରଥମଲହରସମୟରେନିର୍ମାଣଶ୍ରମିକମାନଙ୍କୁ୧୫୦୦ଟଙ୍କାଲେଖାଏଦିଆଯାଇଥିଲା

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀକହିଛନ୍ତିଯେ,କୋଭିଡସମୟରେଏହିସହାୟତାନିର୍ମାଣଶ୍ରମିକଙ୍କଅସୁବିଧାକୁହ୍ରାସକରିବାରେସହାୟକହେବଅର୍ଥନୀତିରେଶ୍ରମିକମାନଙ୍କଗୁରୁତ୍ବବିଷୟରେଉଲ୍ଲେଖକରିମୁଖ୍ୟମନ୍ତ୍ରୀକହିଛନ୍ତିଯେଶ୍ରମିକମାନଙ୍କକଲ୍ୟାଣବିନାଅର୍ଥନୀତିକେବେବିସମୃଦ୍ଧହୋଇପାରିବନାହିଁନିର୍ମାଣଶ୍ରମିକମାନଙ୍କୁଜଣେଜଣେବିଶ୍ବକର୍ମାଭାବରେବର୍ଣ୍ଣନାକରିମୁଖ୍ୟମନ୍ତ୍ରୀକହିଛନ୍ତିଯେଅନ୍ୟରସୁବିଧାପାଇଁସେମାନେନିଜସୁଖକୁଭୁଲିଯାନ୍ତିଖରାକୁପିଠିଦେଖାଇବଡବଡକୋଠାତିଆରିକରନ୍ତିନିଜେଜଳିଅନ୍ୟକୁଆଲୋକଦେଖାନ୍ତିନିଜେଅସୁବିଧାରେରହିଅନ୍ୟପାଇଁଭଲଘରତିଆରିକରନ୍ତିରାସ୍ତା, ସେତୁଆଦିକରନ୍ତିବିକାଶରପ୍ରତିଟିପୃଷ୍ଠାରେରହିଛିଆମରନିର୍ମାଣଶ୍ରମିକମାନଙ୍କରତ୍ୟାଗପରିଶ୍ରମରକାହାଣୀଗରିବଲୋକରତ୍ୟାଗକୁସମ୍ମାନଦ୍ବାରାହିଁଆମେବିକାଶସହସମସ୍ତଙ୍କଯୋଡିପାରିବାବୋଲିମୁଖ୍ୟମନ୍ତ୍ରୀକହିଛନ୍ତି

ଏହିସହାୟତାପାଇଥିବାରୁନିର୍ମାଣଶ୍ରମିକମାନେମୁଖ୍ୟମନ୍ତ୍ରୀଙ୍କୁତାଙ୍କରଆନ୍ତରିକକୃତଜ୍ଞତାଜଣାଇଥିଲେଗଞ୍ଜାମରରବୀନ୍ଦ୍ରପ୍ରଧାନ, କଟକରନବଘନପରିଡା, ବରଗଡରକେଶବପ୍ରଧାନ, ସୁନ୍ଦରଗଡରରେଣୁମିଞ୍ଜ,ସମସ୍ତଙ୍କମୁହଁରେଗୋଟିଏଭାଷାଥିଲାଧନ୍ୟବାଦମୁଖ୍ୟମନ୍ତ୍ରୀଆଜ୍ଞା।ଆପଣଙ୍କସହାୟତାଆମକୁବିପଦସମୟରେବଞ୍ଚିବାରରାହାଦେଇଛିଗତବର୍ଷ୧୫୦୦ଟଙ୍କାପାଇଥିଲୁ, ବର୍ଷମଧ୍ୟପାଇଲୁତା ସହିତପିଲାଙ୍କପାଠପଢା, ସାଇକେଲ, ଝିଅବାହାଘରସବୁସମୟରେଆମେସହାୟତାପାଉଛୁବୋଲିଖୁସିରେମୁଖ୍ୟମନ୍ତ୍ରୀଙ୍କୁଜଣାଇଥିଲେମୁଖ୍ୟମନ୍ତ୍ରୀମଧ୍ୟସେମାନଙ୍କୁକେତେଟଙ୍କାପାଇଛବୋଲିପଚାରିବୁଝିଥିଲେ

କାର୍ଯ୍ୟକ୍ରମରେଯୋଗଦେଇଶ୍ରମ.ଏସ୍‌.ଆଇ, ଗ୍ରାମ୍ୟଉନ୍ନୟନମନ୍ତ୍ରୀସୁଶାନ୍ତସିଂହନିର୍ମାଣଶ୍ରମିକଙ୍କପାଇଁରାଜ୍ୟସରକାରଙ୍କପକ୍ଷରୁନିଆଯାଉଥିବାବିଭିନ୍ନପଦକ୍ଷେପ, ଶ୍ରମଆଇନରକାର୍ଯ୍ୟକାରିତାନାଗରିକକେନ୍ଦ୍ରିକଯୋଜନାଉପରେଆଲୋକପାତକରିଥିଲେ। ଓଡିଶାକୋଠାବାଡିଅନ୍ୟନିର୍ମାଣଶ୍ରମିକକଲ୍ୟାଣବୋର୍ଡରଅଧ୍ୟକ୍ଷରମେଶଚନ୍ଦ୍ରଚ୍ୟାଉପଟ୍ଟନାୟକକହିଥିଲେଯେବୋର୍ଡଅଧୀନରେନିର୍ମାଣଶ୍ରମିକମାନଙ୍କପାଇଁ୩୨ଟିଯୋଜନାକାର୍ଯ୍ୟକାରୀକରାଯାଉଛିଏବଂଏହିସବୁସେବାକୁ-ଟିଜରିଆରେଦକ୍ଷତାରସହତୁରନ୍ତଯୋଗାଇଦିଆଯାଉଛି। ଏହିକାର୍ଯ୍ୟକ୍ରମରେବ୍ରଜରାଜନଗରରବିଧାୟକକିଶୋରମହାନ୍ତିବେଗୁନିଆବିଧାୟକରାଜେନ୍ଦ୍ରସାହୁପ୍ରମୁଖସେମାନଙ୍କରମତାମତରଖିଏହିଗରିବଶ୍ରମିକକଲ୍ୟାଣଯୋଜନାପାଇଁମୁଖ୍ୟମନ୍ତ୍ରୀଙ୍କନେତୃତ୍ବରଉଚ୍ଚପ୍ରଶଂସାକରିଥିଲେ। ମୁଖ୍ୟମନ୍ତ୍ରୀଙ୍କସଚିବ (-ଟି) ଭି.କେ. ପାଣ୍ଡିଆନକାର୍ଯ୍ୟକ୍ରମପରିଚାଳନାକରିଥିଲେ।