ଚାଷୀ ସମସ୍ୟା ନେଇ ବିଧାନସଭାରେ ହଟ୍ଟଗୋଳ : ରାସ୍ତାକୁ ଓହ୍ଲାଇଲେ ବିଜେଡି ଓ ବିଜେପି

55

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହର ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ପ୍ରଶ୍ନକାଳ । ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ଓ ବିଜେପି ଦୁଇ ଦଳ । ଏମଏସପି ପ୍ରସଙ୍ଗ ନେଇ ରାଜଭବନକୁ ପଦଯାତ୍ରା ଆରମ୍ଭ ହୋଇଛି । ଫସଲ ବୀମା, ଇନପୁଟ ସବସିଡି ଓ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ଲୋୟର ପିଏମଜିରେ ବିକ୍ଷୋଭ ।