ମନ୍ତ୍ରୀ ଦେଉଛନ୍ତି ବିଚିତ୍ର ଉତ୍ତର । ଅଫିସରମାନେ ମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଇଛନ୍ତି- ସିମୁଳିଆ ବିଧାୟକ

ମନ୍ତ୍ରୀ ଦେଉଛନ୍ତି ବିଚିତ୍ର ଉତ୍ତର । ଅଫିସରମାନେ ମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଇଛନ୍ତି- ସିମୁଳିଆ ବିଧାୟକ

କନକ ବ୍ୟୁରୋ: ବିଧାନସଭା ଅଧିବେଶନ ଷଷ୍ଠ ଦିନରେ ଚାଲଛି ପ୍ରଶ୍ନକାଳ । ରାଜ୍ୟ ସରକାରଙ୍କୁ ଗୃହରେ ଘେରିଲେ ବିଜେପି ବିଧାୟକ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପକ୍ଷରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସିମୁଳିଆର ଦମକଳ କେନ୍ଦ୍ର ସମ୍ପର୍କରେ ଠିକ ଭାବେ ଜଣାଇବାକୁ କହିଲେ । ସିମୁଳିଆ ବ୍ଲକରେ କେଉଁଠି ଅଛି ଦମକଳ କେନ୍ଦ୍ର ଠିକ ଭାବେ ଜଣାଇବାକୁ ଦାବି ରଖିଲେ । ସିମୁଳିଆ ବ୍ଲକରେ ଅଡ! ନୁହଁ. ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଲେ ପ୍ରତି ୩୦ କିଲୋମିଟରରେ ଦମକଳ କେନ୍ଦ୍ର ଖୋଲାଯାଏ. ୩୧୪ ବ୍ଲକରେ କାର୍ଯ୍ୟକ୍ଷମ ଅଛି ଦମକଳ କେନ୍ଦ୍ର ବୋଲି ଗୃହରେ ଉତ୍ତର ରଖିଲେ...

ଦମକଳ କେନ୍ଦ୍ର ଖୋଲିବାର ନିୟମ ନେଇ ମନ୍ତ୍ରୀଙ୍କ ଉତ୍ତର...

-ଗୋଟିଏ ବ୍ଲକରେ ଗୋଟିଏ ଦମକଳ କେନ୍ଦ୍ର ସ୍ଥାପନ କରିବା ପାଇଁ ରହିଛି ସରକାରୀ ନିୟମ
-ସେହି ଅଞ୍ଚଳରେ ବାର୍ଷିକ ୧୦ରୁ ୧୫ଟି ନିଆଁ ଲାଗିବା ଘଟଣା ଘଟିଥିବ
-୩୦ କିମି ଦୂରତା ଭିତରେ କୌଣସି ଅଗ୍ନିଶମ କେନ୍ଦ୍ର ନଥିବ...

ଏହି ଆଧାରରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଦମକଳ କେନ୍ଦ୍ର କରାଯାଇଛି, ରାଜ୍ୟର ସମସ୍ତ ୩୧୪ ବ୍ଲକରେ କାର୍ଯ୍ୟକାରୀ ହେଉଛି ଅଗ୍ନିଶମ କେନ୍ଦ୍ର...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe