ଜୁମ୍ବୋ ଷ୍ଟାଇଲରେ ଜାଇଫୁଲ ! ଦେଶୀ ଧୁନରେ ନାଚିଲେ ବିଦେଶୀ

ଜୁମ୍ବୋ ଷ୍ଟାଇଲରେ ଜାଇଫୁଲ ! ଦେଶୀ ଧୁନରେ ନାଚିଲେ ବିଦେଶୀ

Photo Courtesy : https://i.ytimg.com

ଓଡିଶାର ଲୋକପ୍ରିୟ ଆଲବମ୍ ଗୀତ ଜାଇଫୁଲ । ଯେତେବେଳେ ଗୀତଟି ବାଜେ ଅଟକି ପାରନ୍ତି ନାହିଁ ଓଡିଆ । ଗୀତର ଧୁନରେ ଝୁମି ଉଠନ୍ତି । କିନ୍ତୁ ଏବେ ଏହି ଗୀତର ତାଳେ ତାଳେ ନାଚିଛି ଆମେରିକା । ଆଉ ଆମେରିକାବାସୀଙ୍କୁ ନଚେଇଛନ୍ତି ଜଣେ ଓଡିଆ ଯୁବକ ଅନୁପମ୍ ନାୟକ । ଓଡିଶାର ଜଣେ ଜଣାଶୁଣା ଲୋକପ୍ରିୟ କୋରିଓଗ୍ରାଫର୍ ଥିଲେ ଅନୁପମ୍ । ତେବେ କିଛି ବର୍ଷ ହେବ ଅନୁପମ୍ ବିଦେଶୀଙ୍କୁ ଦେଉଛନ୍ତି ଜୁମ୍ବୋ ଫିଟନେସ୍ ତାଲିମ୍ ।

ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe