କନକ ବ୍ୟୁରୋ : ସୁରଟରେ ଥିବା ଓଡିଆଙ୍କୁ ଦିଆଗଲା କରୋନା ଟିକା । ସୁରଟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ଟିକାଦାନ ପ୍ରକିୟାକୁ ତ୍ୱରାନିତ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ୩ଟି ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ହେଲା ଟ୍ରେଷ୍ଟିଙ୍ଗ, ଟ୍ରିଟମେଂଟ, ଟ୍ରେସସିଂ । ସହରର ୨୩ଟି ଟିକା ଦାନ କେନ୍ଦ୍ରରେ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଶ୍ରମିକଙ୍କୁ ଡରିବାର ନାହିଁ ବୋଲି କହିଛନ୍ତି ସୂଚନା ପାଳିକା କମିଶନର ଶ୍ରୀ ବାଂଚାନିଧି ପାଣି ।
ସୁରଟରେ ଥିବା ଓଡିଆଙ୍କୁ ଦିଆଗଲା କରୋନା ଟିକା : ସହରରେ ୨୩ଟି କେନ୍ଦ୍ର କରି ଓଡିଆଙ୍କୁ ଟିକା ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା
/kanak/media/post_attachments/wp-content/uploads/2021/03/33-8.jpg)