କନକ ବ୍ୟୁରୋ: ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡ଼ିଆ ପଟ୍ଟଚିତ୍ର । ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପୀୟ ଗସ୍ତରେ ଡେନମାର୍କରେ ପହଂଚିଛନ୍ତି । ସେଠାକାର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସେନଙ୍କୁ ଭେଟିବା ବେଳେ ଏହି ଓଡ଼ିଆ ପଟ୍ଟଚତ୍ର ଦେଖିବାକୁ ମିଳିଛି । ଏହି ପଟ୍ଟଚିତ୍ରଟି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଲଗାଯାଇଛି । ଗତ ବର୍ଷ ଭାରତ ଗସ୍ତରେ ଆସିଥିବା ସମୟରେ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କୁ ଏହି ପଟ୍ଟଚିତ୍ର ଉପହାର ଦେଇଥିଲେ ମୋଦୀ । ଏହି ପଟ୍ଟଚିତ୍ରର ଫଟୋ ସେସିଆଲ ମିଡିଆରେ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡିଆ ପଟ୍ଟଚିତ୍ର: ଗତବର୍ଷ ଭାରତ ଆସିଥିବା ବେଳେ ଉପହାର ଦେଇଥିଲେ ମୋଦୀ
/kanak/media/post_attachments/wp-content/uploads/2022/05/33-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)