ସୁପରଷ୍ଟାର ଅନୁଭବଙ୍କ ଏକ ଭିନ୍ନ ସ୍ୱାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ଯାହାର ନା ରହିଛି ବକ୍ସି ଜଗବନ୍ଧୁ । ଫିଲ୍ମରେ ଓଡିଶାର ସଂସ୍କୃତି, କଳା, ପରମ୍ପରା ଐତିହ୍ୟ ଓ ବିଜୟଗାଥା ଦେଖିବାକୁ ମିଳିବ । ତେବେ ଫିଲ୍ମର ସ୍କ୍ରିନ୍ ପ୍ଲେ ଓ ଷ୍ଟାର ମାନଙ୍କ ଲୁକ୍ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅକ୍ଷୟ ପରିଜା ।
ବକ୍ସି ଜଗବନ୍ଧୁ
/kanak/media/post_attachments/wp-content/uploads/2016/05/odiamoviebuxijagabandhu.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)