କନକ ବ୍ୟୁରୋ : ଗୋଆର ଚମକି ରାଉରକେଲାର ଯସ୍ମିନ। ସୁପର ଗ୍ଲୋବାଲ ଇଂଟରନ୍ୟାସନାଲ ବିଉଟି କଂଟେଷ୍ଟରେ ଭାଗନେଇ ବାଜିମାତ କରିଛନ୍ତି ରାଉରକେଲାର ଜସ୍ମିନ କ୍ଷ ମୁଣ୍ଡରେ ପିନ୍ଧିଛନ୍ତି ବିଜୟୀ ମୁକୁଟ । ଦେଶର ୧୭ଟି ରାଜ୍ୟର ପ୍ରତିଯୋଗୀ ବ୍ୟୁଟି କଂଟେଷ୍ଟରେ ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜସ୍ମିନ ମିସ ଟିନି ଇଣ୍ଡିଆ ଟାଇଟଲ ନିଜ ନାଁରେ କରିପାରିଛନ୍ତି କ୍ଷ ସମ୍ବଲପୁରୀ କଷ୍ଟ୍ୟମ ତାଙ୍କୁ ଏହି ବିୟୁଟି ଟାଇଟଲ ଜିତାଇବାରେ ବହୁତ ସପୋର୍ଟ କରିଥିବା ସେ କହିଛନ୍ତି ।
ରାଜ୍ୟ ବାହାରେ ଓଡ଼ିଶା ଝିଅଙ୍କ କମାଲ । ଗୋଆରେ ଆୟୋଜିତ ସୁପର ଗ୍ଲୋବାଲ ଇଣ୍ଟରନ୍ୟାସନାଲ ବିଉଟି କଣ୍ଟେଷ୍ଟରେ ରାଉରକେଲାର ଯଶ୍ମିନଙ୍କ ଜଲୱା
/kanak/media/post_attachments/wp-content/uploads/2024/07/5.png)