କନକ ବ୍ୟୁରୋ : ଡ୍ୟାନ୍ସିଂ ମୁଡରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା । ତାଙ୍କ ସହ ଝୁମିଛନ୍ତି ଫାଷ୍ଟ ଲେଡି ମିସେଲ୍ । ହେଲୋୱିନ ନାଇଟରେ ମାଇକେଲ ଜେକସନଙ୍କ ଥ୍ରୀଲର ମ୍ୟୁଜିକରେ ହ୍ୱାଇଟ ହାଉସରେ ଡ୍ୟାନ୍ସ କରିଛନ୍ତି ବାରାକ ଓ ମିସେଲ । ହ୍ୱାଇଟ ହାଉସରେ ନିଜର ଶେଷ ହେଲୋୱିନ ସେଲିବ୍ରେସନ ଅବସରରେ ଏହାର ଖୁବ୍ ମଜା ଉଠାଇଛନ୍ତି ରାଷ୍ଟ୍ରପତି ଦମ୍ପତି ।
ହ୍ୱାଇଟ ହାଉସରେ ରାଷ୍ଟ୍ରପତି ବାରାକ ଓବାମାଙ୍କ ଏହି ଶେଷ ହେଲୋୱିନ ନାଇଟରେ ପ୍ରାୟ ୪ହଜାର ଲୋକ ଓବାମାଙ୍କୁ ସାକ୍ଷାତ କରିଛନ୍ତି । ହେଲୋୱିନ ଅବସରରେ ବିଭିନ୍ନ ବେଶ ପୋଷାକରେ ଆସିିଥିବା ପିଲାଙ୍କୁ ସାକ୍ଷାତ କରିବା ସହ ଉପହାର ପ୍ରଦାନ କରିଛନ୍ତି ଓବାମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-01-10h16m41s138.png)