ସରକାର ୨୦୧୯ । ନବୀନଙ୍କ ପଞ୍ଚମ ପାଳିରେ ଶପଥ ନେଲେ ନବୀନଙ୍କ ନୂଆ ଟିମ୍, ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

Advertisment
ସରକାର ୨୦୧୯ । ନବୀନଙ୍କ ପଞ୍ଚମ ପାଳିରେ ଶପଥ ନେଲେ ନବୀନଙ୍କ ନୂଆ ଟିମ୍, ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

କନକ ବ୍ୟୁରୋ: ପ୍ରଦର୍ଶନୀ ପଡ଼ିଆରେ ବିଧିବଦ୍ଧଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି । ପ୍ରଦର୍ଶନୀ ପଡିଆରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବୀନଙ୍କ ମନ୍ତ୍ରୀମଣ୍ଡଳଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନବୀନଙ୍କ ନୂଆ ଟିମରେ ୧୧ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ୯ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀର ପାହ୍ୟା ।

publive-image

  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କ୍ୟାବିନେଟ୍ ପାହ୍ୟା
  • ବିକ୍ରମକେଶରୀ ଆରୁଖ- କ୍ୟାବିନେଟ୍ ପାହ୍ୟା
  • ପ୍ରଫୁଲ୍ଲ ମଲ୍ଲିକ- କ୍ୟାବିନେଟ୍ ପାହ୍ୟା
  • ନିରଞ୍ଜନ ପୂଜାରୀ- କ୍ୟାବିନେଟ୍ ପାହ୍ୟା
  • ପଦ୍ମନାଭ ବେହେରା- କ୍ୟାବିନେଟ୍ ପାହ୍ୟା
  • ପ୍ରତାପ ଜେନା- କ୍ୟାବିନେଟ୍ ପାହ୍ୟା
  • ସୁଦାମ ମାରାଣ୍ଡି- କ୍ୟାବିନେଟ୍ ପାହ୍ୟା
  • ସୁଶାନ୍ତ ସିଂ- କ୍ୟାବିନେଟ୍ ପାହ୍ୟା
  • ନବ କିଶୋର ଦାସ- କ୍ୟାବିନେଟ୍ ପାହ୍ୟା
  • ଟୁକୁନି ସାହୁ- କ୍ୟାବିନେଟ୍ ପାହ୍ୟା
  • ଅରୁଣ ସାହୁ- କ୍ୟାବିନେଟ୍ ପାହ୍ୟା
     

ରାଷ୍ଟ୍ରମନ୍ତ୍ରୀ ପାହ୍ୟା
୧. ଅଶୋକ ପଣ୍ଡା
୨. ସମୀର ଦାସ
୩. ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୪. ଦିବ୍ୟ ଶଙ୍କର ମିଶ୍ର
୫. ପ୍ରେମାନନ୍ଦ ନାୟକ
୬. ରଘୁନନ୍ଦନ ଦାସ
୭. ପଦ୍ମିନୀ ଦିଆନ
୮. ତୁଷାରକାନ୍ତି ବେହେରା
୯. ଜଗନ୍ନାଥ ସାରକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe