କନକ ଏକ୍ସକ୍ଲୁସିଭ୍ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା : ବରଗଡରେ ଖୁବ୍ ଆନନ୍ଦ ଉଲ୍ଲାସରେ ନୂଆଖାଇ ପାଳନ by Kanak News Bureau Updated 06 Sep 2016 07:12 IST Link copied! Copy failed! ବରଗଡ : ବରଗଡରେ ଖୁବ୍ ଆନନ୍ଦ ଉଲ୍ଲାସର ସହ ନୂଆଖାଇ ପାଳନ କରାଯାଇଛି । ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଲାଗି କରାଯାଇଛି । ପୂର୍ବରୁ ନିର୍ଦ୍ଧାରିତ ନୀତି ଅନୁସାରେ ମା’ଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ବରଗଡ ଅଧିବାସୀ ନୂଆ ଖାଇଛନ୍ତି। by Kanak News Bureau Updated 06 Sep 2016 07:12 IST Link copied! Copy failed!