"ବରଗଡ : ବରଗଡରେ ଖୁବ୍ ଆନନ୍ଦ ଉଲ୍ଲାସର ସହ ନୂଆଖାଇ ପାଳନ କରାଯାଇଛି । ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପାଖରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଲାଗି କରାଯାଇଛି । Advertisment ପୂର୍ବରୁ ନିର୍ଦ୍ଧାରିତ ନୀତି ଅନୁସାରେ ମା"ଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ବରଗଡ ଅଧିବାସୀ ନୂଆ ଖାଇଛନ୍ତି। "