କନକ ବ୍ୟୁରୋ: ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍ ନେଇ ନଭେମ୍ବର ୯ ତାରିଖରେ ୱେବସାଇଟରେ ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଗୁଡ଼ିକ ନିଦ୍ଧିଷ୍ଟ ସ୍ଥାନରେ ରଖାଯାଇଥିବା ଡ୍ରପ୍ ବକ୍ସରେ ପକାଯାଇପାରିବ। ନାମଲେଖା ପାଇଁ ୧୭ ତାରିଖରେ ଚୟନ ତାଲିକା ପ୍ରକାଶ ପାଇବ। ୨୧ ତାରିଖରେ ଆଡମିଶନ ଫି’ ଦାଖଲ କରାଯାଇପାରିବ ଏବଂ ୨୩ ତାରିଖରେ ଆଡମିଶନ ଡାଟା ଅପଡେଟ୍ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/admission-1.jpg)
/kanak/media/post_attachments/wp-content/uploads/2020/11/35073-Advertisement-for-SPOT-20-21-1-768x1086-724x1024.jpg)
/kanak/media/post_attachments/wp-content/uploads/2020/11/35073-Advertisement-for-SPOT-20-21-3-768x1086-724x1024.jpg)