ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ପ୍ରଶାସନ ଆଗରେ ମୁଣ୍ଡ ନୁଆଁଇଲେ ଦଇତାପତି । ରହିଲା ଶ୍ରୀମନ୍ଦିର ପ୍ରଶାସନର କଥା । ସ୍ନାନବେଦୀରେ ଜଗାକୁ ଛୁଇଁପାରିବେନି ଭକ୍ତ । ଠାକୁରଙ୍କ ପାଖକୁ ଯାଇପାରିବେ ଶ୍ରଦ୍ଧାଳୁ କିନ୍ତୁ ଛୁଇଁପାରିବେନି । ଦର୍ଶନ କରିବାକୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛି ପ୍ରଶାସନ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us