ଇତିହାସ ରଚିଲା ଆଣ୍ଟାର୍କଟିକାର ଘରୋଇ ବିମାନ କମ୍ପାନୀ । ବିଶ୍ୱରେ ପ୍ରଥମ ଥର ପାଇଁ ବରଫ ରନୱେରେ ଅବତରଣ କଲା ନର୍ଥ ଆଟାଂଲିକ ଫ୍ଲାଇଟର ବୋଇଙ୍ଗ ଡ୍ରିମଲାଇନ

184

କନକ ବ୍ୟୁରୋ : ଅବିଶ୍ୱାସ ଲାଗୁଥିଲେ ବି ସତ କଥା । ବରଫ ଉପରେ ଅବତରଣ କଲା ବିମାନ । ଆଂଟାଲିଟିକର ଏକ ଘରୋଇ ବିମାନ କମ୍ପାନୀର ବିମାନ ବରଫ ରନୱେ ଅବତରଣ କରି ଇତିହାସ ରଚିଛି । ବୋଇଙ୍ଗ ୭୮୭ ସ୍ମରଣୀୟ ଅବତରଣ କରିଛି । ବରଫରେ ବିମାନ ଅବତରଣ କରି ନୂଆ ଇତିହାସ ରଚିଛି ନର୍ଥ ଆଟଲାଟିଂକ ଏୟାରୱେଜ ବିମାନ ଏହି ତୁଷାର ଆଚ୍ଛାଦିତ ରନୱେ ୯୮୪୦ ଫୁଲ ଲମ୍ବ ଓ ୧୦୦ ଫୁଟ ଓସାର ବିଶିଷ୍ଟ । ନର୍ଥ ଆଟାଂଲିକ ଫ୍ଲାଇଟର ବୋଇଙ୍ଗ ଡ୍ରିମଲାଇନ ୩୩୦ଜଣ ଯାତ୍ରୀଙ୍କୁ ନେଇ ଉଡିବା କ୍ଷମତା ରଖୁଛି ।