କାଠଗଡାରେ କଟ୍ଟପ୍ପା ! ଜାମିନ ବିହିନ ଗିରଫ ପରଓ୍ଵାନା ଜାରି କଲେ କୋର୍ଟ

କାଠଗଡାରେ କଟ୍ଟପ୍ପା ! ଜାମିନ ବିହିନ ଗିରଫ ପରଓ୍ଵାନା ଜାରି କଲେ କୋର୍ଟ

Image Courtesy : http://images.newindianexpress.com

କନକ ବ୍ୟୁରୋ : ସୁପରହିଟ୍ ଚଳଚ୍ଚିତ୍ର ‘ବାହୁବଳୀ’ର କଟ୍ଟପ୍ପାଙ୍କୁ ମିଳିଛି କୋର୍ଟ ନୋଟିସ୍‌ ।  ତାଙ୍କ ନାମରେ ଉଟିର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ କୋର୍ଟ ଏକ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି । କେବଳ କଟ୍ଟପ୍ପା ନୁହେଁ ସୁପରଷ୍ଟାର୍ ସୂରିୟାଙ୍କ ସମେତ ୮ ଜଣ ତାମିଲ ଅଭିନେତାଙ୍କ ଉପରେ ଜଣେ ସାମ୍ବାଦିକ ମାନହାନୀ ମକୋଦ୍ଦମା ଦାୟର କରିଥିଲେ । ମାତ୍ର ଏହି ମାମଲାର ଶୁଣାଣି ପାଇଁ ଏମାନେ କୋର୍ଟରେ ହାଜର ହୋଇ ନ ଥିଲେ । ଯାହାକୁ ନେଇ ମାନ୍ୟବର ଅଦାଲତ ଏଭଳି କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe