କନକ ବ୍ୟୁରୋ : ସୋମବାର ଆମେରିକାର ପଲ୍ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ଓ୍ୱିଲସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି। ‘ଇମ୍ପ୍ରୁଭମେଣ୍ଟସ ଟୁ ଅକ୍ସସନ ଥିଓରି’ ଏବଂ ‘ଇନଭେନସନ୍ ଅଫ୍ ନ୍ୟୁ ଅକ୍ସନ ଫର୍ମାଟ୍’ ପାଇଁ ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

Advertisment

ଗତ ବର୍ଷ ସମଗ୍ର ବିଶ୍ୱରୁ ଦାରିଦ୍ର ଦୂର କରିବା ପାଇଁ ଗବେଷଣା କରିଥିବା ନେଇ ଏହି ପୁରସ୍କାର ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦୁଇଜଣ ଗବେଷକ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପୁରସ୍କାର ଅର୍ଥନୀତିରେ ନୋବେଲ ପାଇଥିଲେ। ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ଏକ କୋଟି କ୍ରୋନା (ପାଖାପାଖି ୧୧ଲକ୍ଷ ଆମେରିକୀୟ ଡଲାର) ପ୍ରଦାନ କରାଯାଇଥାଏ।