ପିପିଲି ଉପନିର୍ବାଚନ : ଦିବଗଂଜ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ଲଢ଼ିବେନି; ଟିକଟ ନେବାକୁ ଅମଙ୍ଗ

Advertisment
ପିପିଲି ଉପନିର୍ବାଚନ : ଦିବଗଂଜ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ଲଢ଼ିବେନି; ଟିକଟ ନେବାକୁ ଅମଙ୍ଗ

କନକ ବ୍ୟୁରୋ : ଆଗକୁ ଆସୁଛି ପିପିଲି ଉପନିର୍ବାଚନ । ତେବେ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ, ଟିକେଟ ନେବାକୁ ମନା କରିଦେଲେ ବୋଲି କହିଛନ୍ତି ସୁର ରାଉତରାୟ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ କିଏ ପ୍ରାର୍ଥୀ ହେବେ ତାକୁ ନେଇ କିଛି ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe