ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିଲେ ଅନାସ୍ଥା, ବାଚନିକ୍ ଭୋଟରେ କାଟ୍ ଖାଇଲା ପ୍ରସ୍ତାବ

ମଣିପୁର ହିଂସାକୁ ନେଇ ବିରୋଧୀ ଆଣିଥିଲେ ଅନାସ୍ଥା, ବାଚନିକ୍ ଭୋଟରେ କାଟ୍ ଖାଇଲା ପ୍ରସ୍ତାବ

କନକ ବ୍ୟୁରୋ: ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ । ବାଚନିକ ଭୋଟରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ । ମଣିପୁର ହିଂସା ନେଇ ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ବିରୋଧୀଙ୍କ ପକ୍ଷରୁ ସାଂସଦ ଗୌରବ ଗୋଗୋଇ ଏହି ପ୍ରସ୍ତାବ ଲୋକସଭାରେ ଉପସ୍ଥାପନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe