ଜାତିବାଦ ରାଜନୀତିକୁ ନେଇ ରାଗିଲେ ନୀତିନ । କହିଲେ, ଜାତି ଓ ଧର୍ମକୁ ନେଇ ରାଜନୀତି କଲେ ମାରିବି ଗୋଇଠା ।

Advertisment
ଜାତିବାଦ ରାଜନୀତିକୁ ନେଇ ରାଗିଲେ ନୀତିନ । କହିଲେ, ଜାତି ଓ ଧର୍ମକୁ ନେଇ ରାଜନୀତି କଲେ ମାରିବି ଗୋଇଠା ।

କନକ ବ୍ୟୁରୋ: ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଜାତିବାଦ ରାଜନୀତିକୁ ନେଇ ବିଗିଡିଲେ କେନ୍ଦ୍ରମନ୍ତ୍ରୀ । ଯିଏ ଜାତି ଓ ଧର୍ମକୁ ନେଇ ରାଜନୀତି କରିବ ତାକୁ ସେ ଗୋଇଠା ମାରିବେ ବୋଲି ଏକ ସଭାରେ କହିଛନ୍ତି । ନାଗପୁର ସଭାକୁ ସମ୍ବୋଧିତ କରି ନୀତିନ କହିଥିଲେ, ସେ ଜାତିବାଦ ରାଜନୀତିକୁ ଆଦୌ ପ୍ରଶୟ ଦିଅନ୍ତ ନାହିଁ । ମହାରାଷ୍ଟ୍ରରେ ଜାତିବାଦ ରାଜନୀତି ଚାଲିଛି, ତେଣୁ ଆଗାମୀ ନିର୍ବାଚନରେ ଭୋଟର ଜାତିବାଦ ଆଧାରରେ ଭୋଟ ନଦିଅନ୍ତୁ । ନିଜକୁ ଆରଏଏସ ସେବକ କହିବା ସହ ନୀତିନ କହିଥିଲେ, ମୋ ନିର୍ବାଚନୀ ମଣ୍ଡଳୀରେ ୪୦ପ୍ରତିଶତ ମୁସଲିମ ଭୋଟର ରହିଛନ୍ତି । କିନ୍ତୁ ତାଙ୍କ ପାଇଁ ସବୁ ଭୋଟର ସମାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe