କନକ ବ୍ୟୁରୋ : ଧାମନଗରରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ୭୭୯ରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୪ହଜାର ୭୪୯ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ବିଜେଡିର ଅବନ୍ତୀ ଦାସଙ୍କୁ ୩ହଜାର ୯୮୦ ଭୋଟରେ ଆଗୁଆ ରହିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ୪୦୦ ଭୋଟରେ ଆଗୁଆ ରହିଛନ୍ତି । କଂଗ୍ରେସ ୨୧୬ଭୋଟରେ ଆଗୁଆ ରହିଛି ।
ଧାମନଗର ଉପନିର୍ବାଚନ ଫଳାଫଳ : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ; ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ
/kanak/media/post_attachments/wp-content/uploads/2022/11/15-7.jpg)