କନକ ବ୍ୟୁରୋ : ମୋଦୀଙ୍କ ଦ୍ୱିତୀୟ ପାଳିରେ ଅର୍ଥମନ୍ତ୍ରୀ ପଦ ସମ୍ଭାଳିଥିବା ନିର୍ମଳା ସୀତାରମଣ ପୁଣିଥରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ଆଜି ସେ ପ୍ରଧାନମନ୍ତ୍ରୀଙ୍କ ଶପଥ ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ହେଲେ ଏଥର ତାଙ୍କୁ କେଉଁ ବିଭାଗ ମିଳିବ ତାହା ବିଭାଗ ବଣ୍ଟନ ପରେ ଜଣାପଡିବ
ନିର୍ବାଚନ ଲଢି ନଥିଲେ ସୀତାରମଣ । ହେଲେ ଆଜି ମୋଦୀ କ୍ୟାବିନେଟର ମନ୍ତ୍ରୀ ଭାବେ ନେଲେ ଶପଥ
/kanak/media/post_attachments/wp-content/uploads/2024/06/15-7.jpg)