କୁନ୍ଦୁଲି ଗଣଦୁଷ୍କର୍ମକୁ ଘଟଣାରେ କଂଗ୍ରେସର ପଦଯାତ୍ରା ! ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଯାତ୍ରା ଆରମ୍ଭ

39

କନକ ବ୍ୟୁରୋ: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସରଗରମ ରାଜନୀତି । ଆଜି କଂଗ୍ରେସ କୁନ୍ଦୁଲି ହାଟପଦାରୁ କୋରାପୁଟ ଯାଏଁ କରିଛି ନିର୍ଭୟା ସନ୍ଦେଶ ପଦଯାତ୍ରା । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଆରମ୍ଭ କରିଛି ପଦଯାତ୍ରା ।

ପଦଯାତ୍ରାରେ କଂଗ୍ରେସ ବିଧାୟକ କୃଷ୍ଣ ସରଗରିଆ, କୈଳାସ କୁଲେସିକା,ର୍ପୂବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସାମିଲ ହୋଇଛନ୍ତିି । ପଦଯାତ୍ରା ଶେଷରେ କଂଗ୍ରେସ, ଡିଆଇଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ।