ଖଣ୍ଡପଡା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ସୌମ୍ୟରଞ୍ଜନ । ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦାଖଲ କଲେ ନିଜ ନାମାଙ୍କନ

Advertisment
ଖଣ୍ଡପଡା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ସୌମ୍ୟରଞ୍ଜନ । ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଦାଖଲ କଲେ ନିଜ ନାମାଙ୍କନ

କନକ ବ୍ୟୁରୋ : ନୟାଗଡର ଖଣ୍ଡପଡାରୁ ଆଜି ବିଧାନସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।  ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌମ୍ୟରଞ୍ଜନ । ତେବେ ଚଳିତ ନିର୍ବାଚନରେ ଖଣ୍ଡପଡା ବିଧାନସଭାରୁ ସୌମ୍ୟରଞ୍ଜନଙ୍କୁ ଟିକେଟ ମିଳିଛି ।  ବଡ ବିଜୟ ସହ ବିଜେଡି ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବିଜୟ ଭେଟି ଦେବାକୁ ସୌମ୍ୟରଞ୍ଜନ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

publive-imageତେବେ ସୌମ୍ୟରଞ୍ଜନ ଶୋଭାଯାତ୍ରାରେ ନିଜ କର୍ମକର୍ତାଙ୍କ ସହ ଶୋଭାଯାତ୍ରାରେ ଯାଇ ନୟାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନାମାଙ୍କନ ଭରିଛନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe