କନକ ବ୍ୟୁରୋ : ସୋସିଆଲ ମିଡିଆରେ ନୀଳଗିରି ବିଧାୟକଙ୍କ ଅଡିଓ ଭାଇରାଲ । ନୀଳଗିରି ବ୍ଲକର ଜଣେ ସହାକାରୀ ଯନ୍ତ୍ରୀ ଧମକ ଦେଇ ବିବାଦକୁ ଟାଣିହୋଇଛନ୍ତି ବିଧାୟକ ସୁକାନ୍ତ ନାୟକ । ସୋସିଆଲ ମିଡିଆରେ ଅଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଦୁଇଟି ପଂଚାୟତର ଠିକା କାମ ବିଲ କରିନଥିବାରୁ ବିଧାୟକ ରାଗିଯାଇ ସହକାରୀ ଯନ୍ତ୍ରୀ ଅନୀଲ ପଣ୍ଡାଙ୍କୁ ଭିଜିଲାନ୍ସରେ ଫସାଇବାକୁ ଧମକ ଦେଉଛନ୍ତି । ବିଲ ପାଇଁ ବାରମ୍ବାର କହିବା ସତ୍ୱେ ଯନ୍ତ୍ରୀ ଶୁଣୁନାହାନ୍ତି । ଏଥର ତାଙ୍କୁ କିଏ ସମ୍ଭାଳିବ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/29-1.jpg)