କନକ ବ୍ୟୁରୋ : ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଶ୍ରୀସୁଦର୍ଶନ । ମନମୋହନ ଓ ରାମକୃଷ୍ଣଙ୍କ ପରେ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି କରାଯାଇଛି । ଏହା ପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପହଣ୍ଡି କରାଯିବ । ବଡ ଦାଣ୍ଡରେ ମହାପ୍ରଭୁଙ୍କ ଏହି ଅପୂର୍ବ ରୂପ ଶୋଭାର ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି ।
ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ ! ସରିଲା ରଥଯାତ୍ରାର ଲୀଳାଖେଳ
/kanak/media/post_attachments/wp-content/uploads/2017/07/Screen-shot-2017-07-06-at-7.29.51-PM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)