କନକ ବ୍ୟୁରୋ : ଭାରତୀୟ ସେୟାର ବଜାର ଆଜି ଐତିହାସିକ ରେକର୍ଡ ସ୍ତରରେ ପଂହଚିଛି । ପ୍ରାରମ୍ଭିକ କାରବାରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଆଜି ୨୯୧ ପଂଏଟ ବଢି ରେକର୍ଡ ୫୬ ହଜାର ଅତିକ୍ରମ କରିଛି । ବର୍ତମାନ ସୁଦ୍ଧା ସେନସେକ୍ସରେ ଏହା ହେଉଛି ସବୁଠାରୁ ବଡ ରେକର୍ଡ । ସେହିଭଳି ନିଫଟି ବି ବଢି ପାଖାପାଖି ୧୭ ହଜାର ପଂଏଟରେ ପହଂଚିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us