କନକ ବ୍ୟୁରୋ : ମିଳିଲା ରାମଶିଆଳର ଫଟୋ, ହେଲେ ମିଳିଲାନି ରାମଶିଆଳ । ବନବିଭାଗର କ୍ୟାମେରା ଟ୍ରାପରେ କଏଦ ହୋଇଛି ରାମଶିଆଳର ଚିତ୍ର । ଯାହା ଲାଗିଛି କନକ ନ୍ୟୁଜ୍ ହାତରେ । ଘଂଚ ଜଙ୍ଗଲରେ ବନବିଭାଗ ଖଂଜିଥିବା କ୍ୟାମେରା ଟ୍ରାପରେ ଧରାପଡିଛି ନିଆଳି ମେଣ୍ଢା ମଡକର ଏହି ଖଳନାୟକ । କ୍ୟାମେରା ଟ୍ରାପ୍ ଲଗାଇ ରାମଶିଆଳର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ହେଲେ ଧରାଦେଉନି ରାମଶିଆଳ ।
ମିଳିଲା ରାମଶିଆଳର ଫଟୋ ! ରାତିର ଅନ୍ଧାରରେ ମେଣ୍ଢା ଶିକାର କରୁଛି ଜଙ୍ଗଲୀ ଜନ୍ତୁ
/kanak/media/post_attachments/wp-content/uploads/2017/07/Screen-shot-2017-07-07-at-10.03.16-PM.png)