ଭୁବନେଶ୍ୱରରେ ଏନଆଇଏ ଟିମ୍ : ଖଣ୍ଡଗିରି ଥାନାରୁ ଅଂଚଳରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚରା ; ଅଞ୍ଜାତ ସ୍ଥାନରେ ରଖି ପଚରାଉଚରା

Advertisment
ଭୁବନେଶ୍ୱରରେ ଏନଆଇଏ ଟିମ୍ : ଖଣ୍ଡଗିରି ଥାନାରୁ ଅଂଚଳରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚରା ; ଅଞ୍ଜାତ ସ୍ଥାନରେ ରଖି ପଚରାଉଚରା

କନକ ବ୍ୟୁରୋ : ଭୁବନେଶ୍ୱରେ ଜଣଙ୍କୁ ଉଠାଇ ନେଲା ଏନଆଇଏ ଟିମ୍ । ରାଜଧାନୀର ଖଣ୍ଡଗିରି ଅଂଚଳରୁ ଜଣକୁ ଏନଆଇଏ ଟିମ୍ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରା ଉଚରା କରୁଛି । କମିଶନରେଟ୍ ପୋଲିସ ଏବଂ କ୍ରାଇମବ୍ରାଂଚ ସହାୟତାରେ ଏନଆଇଏ ଟିମ୍ ଏହି ବ୍ୟକ୍ତିକୁ ଉଠାଇ ନେଇଛି । ତେବେ ଏହା ପଛର କାରଣ କଣ କିଛି ସ୍ପଷ୍ଟ ହୋଇନାହିଁ । କେଉଁ ମାମଲାରେ ଏନଆଇଏ ଟିମ୍ ଏପରି ଆକ୍ସନକୁ ଆସିଛି ତାହା ମଧ୍ୟ ଜଣାପଡୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe