ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ। ମୁମ୍ବାଇରେ ଆକ୍ରମଣ ନେଇ ମିଳିଲା ମେଲ।

ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ। ମୁମ୍ବାଇରେ ଆକ୍ରମଣ ନେଇ ମିଳିଲା ମେଲ।

କନକ ବ୍ୟୁରୋ: ମୁମ୍ବାଇରେ ଆକ୍ରମଣ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ଧମକପୂର୍ଣ୍ଣ ଇ-ମେଲ । ତାଲିବାନ ସହ ଜଡିତ ଥିବା ଜଣେ ବ୍ୟକ୍ତି ମୁମ୍ବାଇ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁରୁବାର ଏନଆଇଏର ମୁମ୍ବାଇ ଅଫିସକୁ ଏକ ଇ-ମେଲ ଆସିଥିବା ନେଇ ଶୁକ୍ରବାର ଏନଆଇଏ କହିଛି ।

ଧମକପୂର୍ଣ୍ଣ ମେଲ ପରେ ମହାରାଷ୍ଟ ସରକାର ମହାରାଷ୍ଟ୍ରର ସହରର ପୁଲିସ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍କୁ ସତର୍କ ରହିବାକୁ କହିଛି । ‘ସିଆଇଏ’ ଲେଖାଥିବା ଏକ ମେଲରୁ ମ୍ବମ୍ବାଇରେ ଆକ୍ରମଣ ନେଇ ସୂଚନା ଦିଆଯାଇଛି । ଆଇପି ଠିକଣାରୁ ଏହି ମେଲ ପାକିସ୍ତାନରୁ ଆସିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe