୬ମାସର ପୁଅକୁ ଗୋଡରେ ଦଳି ମାରିଦେଲା ବାପା : ନିଶାସକ୍ତ ବାପାର ଉନ୍ମତ କାଣ୍ଡ

Advertisment

ପୁଅକୁ ମାରି ପୋତିଦେଲେ ନିଜ ବାପା-ମାଆ। ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ଆଦିବାସୀ ସାହିରୁ ଆସିଲା ସାଂଘାତିକ ଅଭିଯୋଗ । ୬ମାସର ପୁଅକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଆଦିବାସୀ ସାହିର ରାଜୁ ହେମ୍ବ୍ରମ୍ ଓ ତାଙ୍କ ସ୍ତ୍ରୀ ନିଜ ବନ୍ଧୁ ସହ ମିଶି ଗତକାଲି ରାତିରେ ମଦ ପିଇଥିଲେ।

Updated On

ଅଦ୍ୟତନ ହୋଇଛି
death 2

କନକବ୍ୟୁରୋ : ପୁଅକୁ ମାରି ପୋତିଦେଲେ ନିଜ ବାପା-ମାଆ। ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ଆଦିବାସୀ ସାହିରୁ ଆସିଲା ସାଂଘାତିକ ଅଭିଯୋଗ । ୬ମାସର ପୁଅକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଆଦିବାସୀ ସାହିର ରାଜୁ ହେମ୍ବ୍ରମ୍ ଓ ତାଙ୍କ ସ୍ତ୍ରୀ ନିଜ ବନ୍ଧୁ ସହ ମିଶି ଗତକାଲି ରାତିରେ ମଦ ପିଇଥିଲେ । 

ନିଶାଗ୍ରସ୍ତ ଅବସ୍ଥାରେ ଶୋଇଥିବା ୬ମାସର ପୁଅ ଉପରେ ଚଢ଼ିଯାଇଥିଲେ। ସକାଳୁ ଜାଣିବାକୁ ପାଇଥିଲେ ଯେ, ପୁଅର ମୃତ୍ୟୁ ହୋଇଯାଇଛି। ପରେ ସେମାନେ ତରବରିଆ ଭାବରେ ତାକୁ ନେଇ ସ୍ଥାନୀୟ ଏକ ପରିତ୍ୟକ୍ତ ଜାଗାରେ ପୋତି ଦେଇଥିଲେ । ସ୍ଥାନୀୟ ଯୁବକ ଚୌଦ୍ଵାର ପୋଲିସ୍‌କୁ ଏନେଇ ଖବର ଦେବାପରେ ପୋଲିସ ପହଞ୍ଚି ବାପା ମାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ମାଜିଷ୍ଟ୍ରେଟ ଆସିବା ପରେ ମାଟି ତଳୁ ଶିଶୁ ପୁତ୍ରର ଶବକୁ ଖୋଲାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe