ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଜେଇଙ୍କ ହାତଗୋଡ଼ ବାନ୍ଧୀ ଲୁଟ । ଲକ୍ଷାଧିକ ଟଙ୍କାର ସୁନା , ଅଳଙ୍କାର ଲୁଟିନେଲେ ୫ ଦୁର୍ବୃତ୍ତ ।

ରାଉଲକେଲାରେ ବଡ଼ ଧରଣର ଡକାୟତି । ସ୍ବାମୀ , ସ୍ତ୍ରୀ ସହ ପୁଅକୁ ବାନ୍ଧି ଦୁବୃର୍ତ୍ତ ଲୁଟିନେଲେ ୪୦୦ ଗ୍ରାମର ସୁନା ଅଳଙ୍କାର । ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଜଣେ ରେଳ କର୍ମଚାରୀଙ୍କ ଘରୁ ଲୁଟ ହୋଇଥିବା ସୂଚନା ମିଳିଛି ।

loot

କନକ ବ୍ୟୁରୋ : ରାଉଲକେଲାରେ ବଡ଼ ଧରଣର ଡକାୟତି । ସ୍ବାମୀ , ସ୍ତ୍ରୀ ସହ ପୁଅକୁ ବାନ୍ଧି ଦୁବୃର୍ତ୍ତ ଲୁଟିନେଲେ ୪୦୦ ଗ୍ରାମର ସୁନା ଅଳଙ୍କାର । ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଜଣେ ରେଳ କର୍ମଚାରୀଙ୍କ ଘରୁ ଲୁଟ ହୋଇଥିବା ସୂଚନା ମିଳିଛି । ପାଞ୍ଚଜଣ ଡକାୟତ ଘରେ ପଶି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ହାତଗୋଡ଼ ବାନ୍ଧି ସୁନା ଗହଣା ଲୁଟି ନେଇଛନ୍ତି । ବନ୍ଧମୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe