ଭରତପୁର ଥାନା ଘଟଣା: ଜଷ୍ଟିସ୍ ସିଆର ଦାସ କମିସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ,୨୧ ଦିନ ଧରି ଜାରି ରହିବ ପ୍ରକ୍ରିୟା

Advertisment

ଭରତପୁର ଥାନା ଘଟଣାରେ, ତଦନ୍ତ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ଆସିଲା ବିଧିବଦ୍ଧ ବିଜ୍ଞପ୍ତି।

361

କନକବ୍ୟୁରୋ: ଭରତପୁର ଥାନା ଘଟଣାରେ, ତଦନ୍ତ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ପ୍ରକାଶ ପାଇଲା ବିଜ୍ଞପ୍ତି। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଟି ତଦନ୍ତ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ଆସିଲା ବିଧିବଦ୍ଧ ବିଜ୍ଞପ୍ତି ।

ମେଜର ଓ ତାଙ୍କ ବାନ୍ଧବୀ ସମେତ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଓ ନିଲମ୍ୱିତ ଅନ୍ୟ ପୋଲିସ ଅଧିକାରୀଙ୍କ ସତ୍ୟପାଠ ଦାଖଲ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଏଥିସହ ସାଧାରଣ ଲୋକ,ବୁଦ୍ଧିଜୀବୀ ମାନେ ଚାହିଁଲେ ବି ଏ ଘଟଣା ନିଜ ନିଜ ସତ୍ୟପାଠ ଦାଖଲ କରିପାରିବେ ।

ଆଜିଠୁ ୨୧ ଦିନ ମଧ୍ୟରେ ଏହି ସତ୍ୟପାଠ ଦାଖଲ ପ୍ରକ୍ରିୟା ଜାରି ରହିବ। ସତ୍ୟପାଠ ଦାଖଲ ହୋଇ ସାରିବା ପରେ କମିଶନ ପକ୍ଷରୁ ସମସ୍ତଙ୍କୁ ସମନ କରାଯାଇ ଅଧିକ ତଦନ୍ତ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe