ଓଡ଼ିଶାରେ ନୂଆ ରାଜ୍ୟପାଳ । ଦିଆଗଲା ଗାର୍ଡ ଅଫ୍‌ ଅନର  ।

Advertisment

ଭୁବନେଶ୍ବରରେ ନୂଆ ରାଜ୍ୟପାଳ କୁମ୍ଭମପତି । ବିମାନବନ୍ଦରରେ କୁମ୍ଭମପତିଙ୍କୁ ଭବ୍ୟ ସ୍ବାଗତ ।

ଭୁବନେଶ୍ବରରେ ନୂଆ ରାଜ୍ୟପାଳ କୁମ୍ଭମପତି । ବିମାନବନ୍ଦରରେ କୁମ୍ଭମପତିଙ୍କୁ ଭବ୍ୟ ସ୍ବାଗତ ।

BABU RR

କନକ  ବ୍ୟୁରୋ : ଭୁବନେଶ୍ବରରେ ନୂଆ ରାଜ୍ୟପାଳ କୁମ୍ଭମପତି । ରାଜ୍ୟପାଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।  

ନୂଆ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି । କିଛି ସମୟ ପରେ ପୁରୀ ରାଜଭବନ ଯିବେ କୁମ୍ଭମପତି । ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଭୁବନେଶ୍ବର ଆସିବେ । ରାଜଭବନରେ ଆସନ୍ତାକାଲି ଦିନ ୧୦ଟା ୧୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe