ବସ୍ତିରେ ଝାଡୁ ମାରିଲେ କେନ୍ଦ୍ରମନ୍ତ୍ରୀ,ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେବାକୁ ଦେଲେ ଆହ୍ୱାନ

Advertisment

ବସ୍ତିରେ ଝାଡ଼ୁ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଦେଲେ ଆହ୍ବାନ।

ବସ୍ତିରେ ଝାଡ଼ୁ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଦେଲେ ଆହ୍ବାନ।

DHARMENDRA

କନକବ୍ୟୁରୋ: ବସ୍ତିରେ ଝାଡ଼ୁ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଦେଲେ ଆହ୍ବାନ। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ମଙ୍ଗଳା ବସ୍ତିରେ ପହଞ୍ଚିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଥିରେ ଥିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ  ।

ବସ୍ତିରେ ଝାଡ଼ୁ ମାରିବା ସହ ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏହାସହ ସଫେଇ କର୍ମଚାରୀଙ୍କ ସହ ଚାଏ ପେ ଚର୍ଚ୍ଚା ବି କରିଛନ୍ତି ।  ସଫେଇ କର୍ମଚାରୀଙ୍କ ସହ ଚା ପିଇ ସୁଖଦୁଖ ବୁଝିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe