କେନାଲକୁ ଖସିପଡିଲା କାର୍ । ଶ୍ୱାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ

Advertisment

କେନାଲକୁ ଖସିପଡିଲା କାର୍ । କେନାଲରେ ପାଣି ଭର୍ତ୍ତି ଥିବାରୁ ଶ୍ବାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ । କଟକ-ଭୁବନେଶ୍ବର ଜାତୀୟ ରାଜପଥର ବମ୍ପକୁଦ ଠାରେ ଏହି ଅଘଟଣ ଘଟିଛି

କେନାଲକୁ ଖସିପଡିଲା କାର୍ । କେନାଲରେ ପାଣି ଭର୍ତ୍ତି ଥିବାରୁ ଶ୍ବାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ । କଟକ-ଭୁବନେଶ୍ବର ଜାତୀୟ ରାଜପଥର ବମ୍ପକୁଦ ଠାରେ ଏହି ଅଘଟଣ ଘଟିଛି

kenal

କନକବ୍ୟୁରୋ : କେନାଲକୁ ଖସିପଡିଲା କାର୍ । କେନାଲରେ ପାଣି ଭର୍ତ୍ତି ଥିବାରୁ ଶ୍ବାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ । କଟକ-ଭୁବନେଶ୍ବର ଜାତୀୟ ରାଜପଥର ବମ୍ପକୁଦ ଠାରେ ଏହି ଅଘଟଣ ଘଟିଛି । କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ବମ୍ଫକୁଦଠାରେ ରାସ୍ତା କଡ଼ କେନାଲ ବନ୍ଧରୁ କାର ଖସିପଡିଥିଲା। ମୃତକ ହେଲେ ବମ୍ଫକୁଦ ଗାଁର କହ୍ନେଇ ଜେନା। ଶେଷରେ କେନାଲରୁ କାର ଓ ମୃତକଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe