ଇଣ୍ଡିଆନ୍‌ ୱେଲ୍ସ ଓପନ୍‌: ପ୍ରିକ୍ବାର୍ଟରରେ ଭାମ୍ବ୍ରି

Advertisment

ୟୁକି ଭାମ୍ବ୍ରି ଇଣ୍ଡିଅନ୍‌ ୱେଲ୍ସ ଓପନ୍‌ ଟେନିସ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ‌ଏହି ଏଟିପି ୧୦୦୦ ଇଭେଣ୍ଟ୍‌ର ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡ ମୁକାବିଲାରେ ୟୁକି ଓ ତାଙ୍କ ସ୍ବିଡେନ୍‌ ସାଥୀ ଆନ୍ଦ୍ରେ ଗୋରାନସନ୍‌ ୬-୧, ୬-୩ ସେଟ୍‌ରେ ଫ୍ରାନ୍ସ-ନେଦରଲାଣ୍ଡ୍‌ସ ଯୋଡ଼ି ଡେଭିଡ୍‌ ପେଲ୍‌ ଓ ଫାବ୍ରିସ୍‌ ମାର୍ଟିନ୍‌ଙ୍କୁ ପରାସ୍ତ କରିଛନ୍ତି ।   

Yuki Bhambri

କନକ ବ୍ୟୁରୋ:  ଭାରତର ଏକ ନମ୍ବର ଯୁଗଳ ଖେଳାଳି ୟୁକି ଭାମ୍ବ୍ରି ଇଣ୍ଡିଅନ୍‌ ୱେଲ୍ସ ଓପନ୍‌ ଟେନିସ ପ୍ରତିଯୋଗିତାର ପ୍ରିକ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ‌ଏହି ଏଟିପି ୧୦୦୦ ଇଭେଣ୍ଟ୍‌ର ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡ ମୁକାବିଲାରେ ୟୁକି ଓ ତାଙ୍କ ସ୍ବିଡେନ୍‌ ସାଥୀ ଆନ୍ଦ୍ରେ ଗୋରାନସନ୍‌ ୬-୧, ୬-୩ ସେଟ୍‌ରେ ଫ୍ରାନ୍ସ-ନେଦରଲାଣ୍ଡ୍‌ସ ଯୋଡ଼ି ଡେଭିଡ୍‌ ପେଲ୍‌ ଓ ଫାବ୍ରିସ୍‌ ମାର୍ଟିନ୍‌ଙ୍କୁ ପରାସ୍ତ କରିଥିଲେ । ବିଶ୍ବର ୨୩ ନମ୍ବର ଏହି ଯୋଡ଼ଇ ପରବର୍ତ୍ତୀ ରାଉଣ୍ଡରେ ସାନ୍ଦ୍ରେ ଆରେଣ୍ଡ୍‌ସ ଓ ଜିରି ଲେହେକାଙ୍କୁ ଭେଟିବେ । ଆରେଣ୍ଡ୍‌ସ ଓ ଲେହେକା ଦ୍ବିତୀୟ ମାନ୍ୟତାପ୍ରାପ୍ତ ବ୍ରିଟିସ୍‌ ଯୋଡ଼ି ଜୁଲିଆନ୍‌ କାସ୍‌ ଓ ଲୟଡ୍‌ ଗ୍ଲାସ୍‌ପୁଲଙ୍କୁ ପରାସ୍ତ କରିଥିଲେ । 

ଏହା ବି ପଢ଼ନ୍ତୁ: ଇଣ୍ଡିଆନ୍‌ ଓପନ୍‌ ଥ୍ରୋ: ଓମ୍‌କାରଙ୍କ ସ୍ବର୍ଣ୍ଣ ସହ ଓଡ଼ିଶାକୁ ୪ ପଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe