ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ:ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

Advertisment

ମୋ ଭାଇକୁ ମାରିଦେଲେ! ଭାଇର ମୃତ ଦେହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ I ରେଳ ଧାରଣାରୁ ମିଳିଥିବା ମୃତ ଦେହ ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର I ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ମୋ ଭାଇକୁ ମାରିଦେଲେ! ଭାଇର ମୃତ ଦେହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ I ରେଳ ଧାରଣାରୁ ମିଳିଥିବା ମୃତ ଦେହ ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର I ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

train line

କନକବ୍ୟୁରୋ: ମୋ ଭାଇକୁ ମାରିଦେଲେ! ଭାଇର ମୃତ ଦେହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ରେଳ ଧାରଣାରୁ ମିଳିଥିବା ମୃତ ଦେହ ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର ଓ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

 ଘଟଣାସ୍ଥଳରେ ପୁଲିସର ଛାନଭିନ । ମୃତକ ହେଲେ ୨୩ ବର୍ଷୀୟ ନିରଞ୍ଜନ ସାହୁ । ଡୁମଡୁମା, ସରକନ୍ତରା, ସୁବାସ ନଗର ବସ୍ତି ସ୍ଥିତ ନିଜ ପ୍ରେମିକାଙ୍କ ଘରେ ରହୁଥିଲେ ।

ହେଲେ ଆଜି ସରକନ୍ତରା ଗେଟ ନିକଟ ରେଳ ଧାରଣାରେ ମିଳିଥିଲା ନିରଞ୍ଜନଙ୍କ ମୃତଦେହ । ପରିବାର ଲୋକେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । ଝିଅଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe