କନକବ୍ୟୁରୋ: ମୋ ଭାଇକୁ ମାରିଦେଲେ! ଭାଇର ମୃତ ଦେହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ରେଳ ଧାରଣାରୁ ମିଳିଥିବା ମୃତ ଦେହ ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର ଓ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।
ଘଟଣାସ୍ଥଳରେ ପୁଲିସର ଛାନଭିନ । ମୃତକ ହେଲେ ୨୩ ବର୍ଷୀୟ ନିରଞ୍ଜନ ସାହୁ । ଡୁମଡୁମା, ସରକନ୍ତରା, ସୁବାସ ନଗର ବସ୍ତି ସ୍ଥିତ ନିଜ ପ୍ରେମିକାଙ୍କ ଘରେ ରହୁଥିଲେ ।
ହେଲେ ଆଜି ସରକନ୍ତରା ଗେଟ ନିକଟ ରେଳ ଧାରଣାରେ ମିଳିଥିଲା ନିରଞ୍ଜନଙ୍କ ମୃତଦେହ । ପରିବାର ଲୋକେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । ଝିଅଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/17/TOUFjtMLLqp5hv2fX187.jpg)