କନକବ୍ୟୁରୋ: ମହାନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ । ବାଙ୍କୀ କାଳିକାପ୍ରସାଦ ଘାଟରେ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାଙ୍କୀ ଥାନା ପାଟପୁର ଗାଁର ଆଲୋକ ବାରିକ ନିଜ ଶ୍ବଶୁର ଘର ପାଥପୁର ଆସିଥିବା ବେଳେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୀର୍ଘ ସମୟ ଖୋଜାଖୋଜି ପରେ ବି ଯୁବକଙ୍କ ପତ୍ତା ମିଳିପାରିନି ।
ମହାନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ:ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି
ମହାନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ । ବାଙ୍କୀ କାଳିକାପ୍ରସାଦ ଘାଟରେ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା
/kanak/media/media_files/2024/10/20/sRdnCegZfRs7rj2QC6br.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)