କନକ ବ୍ୟୁରୋ: ଫସଲ ନଷ୍ଟ କରିବାରୁ ମାଙ୍କଡ଼କୁ ଗୁଳି । କଟକ ସାଲେପୁରର ଗୋପୀନାଥପୁର ଗାଁରେ ଗୁଳି ମାଡ଼ରେ ଗୋଟିଏ ମାଙ୍କଡ଼ର ଜୀବନ ଯାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ମାଙ୍କଡଟିକୁ ଗୁଳି କରି ମାରିଥିବା ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କେହି ମୁହଁ ଖୋଲୁନାହାନ୍ତି। ଏନେଇ ପାଗା ଫାଣ୍ଡି ପୋଲିସ ଓ ବନ ବିଭାଗ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ମାଙ୍କଡ଼କୁ ଗୁଳି କରି ମାରିଦେଲେ ; ସମ୍ପୃକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ
ମାଙ୍କଡ଼କୁ ଗୁଳିମାଡ଼ । ସାଲେପୁର ଗୋପୀନାଥପୁରରେ ଫସଲ ନଷ୍ଟ କରିଥିବାରୁ ମାଙ୍କଡ଼କୁ ଗୁଳି କରାଯାଇଥିବା ଅଭିଯୋଗ । ଘଟଣାସ୍ଥଳରେ ବନବିଭାଗ ଛାନଭିନ ।
/kanak/media/media_files/2024/11/17/zqadPn5ZEUKuf7E1cOcU.jpg)