କନକ ବ୍ୟରୋ: ରାଜଧାନୀରେ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ଏୟାର ଫିଲ୍ଡ ଥାନା ବୀରବନ୍ଧ ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣକ ହେଲେ ସେହି ଗାଁର ବାଉରୀ ବନ୍ଧୁ ବେହେରା । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି । ଖବର ପାଇଁ ଘଟଣା ସ୍ଥଳରେ ଏୟାର ଫିଲଡ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
ରାଜଧାନୀରେ ବିଭତ୍ସ ହତ୍ୟା ; ଗାଁ ଦାଣ୍ଡରେ ପଡିଛି ମୃତଦେହ
ରାଜଧାନୀରେ ହତ୍ୟାକାଣ୍ଡ । ଏୟାରଫିଲ୍ଡ ଥାନା ବୀରବନ୍ଧ ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ । କିଏ ଓ କାହିଁକି ହତ୍ୟା କଲା ଅସ୍ପଷ୍ଟ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।
/kanak/media/media_files/2024/12/11/PWqBf6oh7MN5bKbzHIZo.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)