ଘରେ ପଶି ଯୁବକଙ୍କୁ ହାଣିଲେ ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Advertisment

ଘରେ ପଶି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ଖଲ୍ଲିକୋଟ ଥାନା ପାରିନୂଆଗାଁରେ ଚାଞ୍ଚଲ୍ୟ। ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ସୂଚନା। ଆକ୍ରମଣର ଶିକାର ହୋଇଛନ୍ତି ବିପ୍ର ପ୍ରଧାନ।

ଘରେ ପଶି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ଖଲ୍ଲିକୋଟ ଥାନା ପାରିନୂଆଗାଁରେ ଚାଞ୍ଚଲ୍ୟ। ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ସୂଚନା। ଆକ୍ରମଣର ଶିକାର ହୋଇଛନ୍ତି ବିପ୍ର ପ୍ରଧାନ।

4uuu

କନକ ବ୍ୟୁରୋ: ଘରେ ପଶି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ। ଖଲ୍ଲିକୋଟ ଥାନା ପାରିନୂଆଗାଁରେ ଚାଞ୍ଚଲ୍ୟ। ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ସୂଚନା। ଆକ୍ରମଣର ଶିକାର ହୋଇଛନ୍ତି ବିପ୍ର ପ୍ରଧାନ। ପାଖାପାଖି ୭ରୁ ୧୦ ଜଣ ହଠାତ୍ ଘର ଭିତରେ ପଶି ବିପ୍ରଙ୍କୁ ଆକ୍ରମଣ କରିଛନ୍ତି। ଗୁରୁତର ଅସ୍ଥାନରେ ବିପ୍ରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe