ସାବେରୀ ନଦୀର ପ୍ରଖରସ୍ରୋତରେ ଫସିଲେ ଯୁବକ; କାଲିଠୁ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ

Advertisment

ଗତକାଲି ଠାରୁ ଭରା ନଇରେ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ । ନଦୀରେ ଫସିଥିବା ଯୁବକ ହେଉଛନ୍ତି, କୋତାମେଟେରୁ ଗାଁର ଇର୍ମା ସୋଢି ।

ଗତକାଲି ଠାରୁ ଭରା ନଇରେ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ । ନଦୀରେ ଫସିଥିବା ଯୁବକ ହେଉଛନ୍ତି, କୋତାମେଟେରୁ ଗାଁର ଇର୍ମା ସୋଢି ।

Saberi river

Photograph: (Kanak News)

କନକ ବ୍ୟୁରୋ : ସାବେରୀ ନଦୀର ପ୍ରଖରସ୍ରୋତରେ ଫସିଲେ ଯୁବକ । ଗତକାଲି ଠାରୁ ଭରା ନଇରେ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ । ନଦୀରେ ଫସିଥିବା ଯୁବକ ହେଉଛନ୍ତି, କୋତାମେଟେରୁ ଗାଁର ଇର୍ମା ସୋଢି । ଗତକାଲିଠାରୁ ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ମାଲକାନଗିରି ଅଗ୍ନିଶମ ପକ୍ଷରୁ ଉଦ୍ଧାର ଉଦ୍ୟମ ଜାରି ରହିଛି । ଛତିଶଗଡ଼ ପଟୁ ଉଦ୍ଧାର ଉଦ୍ୟମ ବିଫଳ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe