ଗାଧୋଇବା ବେଳେ ଜଳପ୍ରପାତରେ ବୁଡ଼ିଗଲେ ଯୁବକ: କେନ୍ଦୁଝର ଗୁଣ୍ଡିଚାଘାଗି ଜଳପ୍ରପାତରେ ନିଖୋଜ

କେନ୍ଦୁଝର ଜିଲ୍ଲା ଗୁଣ୍ଡିଚାଘାଗି ଜଳପ୍ରପାତରେ ଯୁବକ ନିଖୋଜ ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ହରିଚନ୍ଦନପୁର ଥାନା ଦଲକି ଗାଁର ସତ୍ୟପ୍ରକାଶ ମହାନ୍ତ । ସେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା ।

32

Photograph: (kanak news)

କନକ ବ୍ୟୁରୋ: ଗାଧୋଇବା ବେଳେ ଜଳପ୍ରପାତରେ ବୁଡ଼ିଗଲେ ଯୁବକ । କେନ୍ଦୁଝର ଜିଲ୍ଲା ଗୁଣ୍ଡିଚାଘାଗି ଜଳପ୍ରପାତରେ ଯୁବକ ନିଖୋଜ ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ହରିଚନ୍ଦନପୁର ଥାନା ଦଲକି ଗାଁର ସତ୍ୟପ୍ରକାଶ ମହାନ୍ତ । ସେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ମାସେ ଭିତରେ ଏହା ଦ୍ଵିତୀୟ ଘଟଣା । ପୂର୍ବରୁ ଆଉ ଜଣେ ଯୁବକ ନିଖୋଜ ହୋଇଥିଲେ । ତେବେ ପର୍ଯ୍ୟଟନସ୍ଥଳରେ ଏଭଳି ଅଘଟଣ ଘଟୁଥିବାରୁ ଏବେ ସୁ ଉଠିଛି । ରକ୍ଷାକୁ ନେଇ ପ୍ରଶ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe