ଘର ଜଳି ଯୁବକଙ୍କ ମୃତ୍ୟୁ , ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ

Advertisment

ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଯୁବକ । ଆନନ୍ଦପୁର ବଡ଼ଦାଣ୍ଡ ସାହିରେ ଅଘଟଣ। ମୃତକ ହେଲେ ଦେବେନ୍ଦ୍ର ମିଶ୍ର । ସୂଚନା ଅନୁସାରେ, ଦେବେନ୍ଦ୍ର ଗୁରୁବାର ରାତିରେ ଘରକୁ ଫେରିଥିଲେ । ସେ ଏକାକୀ ରହୁଥିବା ଘରକୁ ଯିବାର କିଛି ସମୟ ପରେ ହଠାତ୍ ଘରଟି ହୁତହୁତ ହୋଇ ଜଳିବାକୁ ଲାଗିଥିଲା ।

Death

Death Photograph: (Kanak News)

କନକ ବ୍ୟୁରୋ : ଘରେ ନିଆଁଲାଗି ଜୀବନ୍ତ ଜଳିଗଲେ ଯୁବକ । ଆନନ୍ଦପୁର ବଡ଼ଦାଣ୍ଡ ସାହିରେ ଅଘଟଣ। ମୃତକ ହେଲେ ଦେବେନ୍ଦ୍ର ମିଶ୍ର । ସୂଚନା ଅନୁସାରେ, ଦେବେନ୍ଦ୍ର ଗୁରୁବାର ରାତିରେ ଘରକୁ ଫେରିଥିଲେ । ସେ ଏକାକୀ ରହୁଥିବା ଘରକୁ ଯିବାର କିଛି ସମୟ ପରେ ହଠାତ୍ ଘରଟି ହୁତହୁତ ହୋଇ ଜଳିବାକୁ ଲାଗିଥିଲା ।

ଅଧିକ ପଢନ୍ତୁ : ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳିଦେଲେ: ଜୀବନ ଯିବା ପର୍ଯ୍ୟନ୍ତ ଅପେକ୍ଷା କଲା ହତ୍ୟାକାରୀ

ନିଆଁ ଦେଖି ପଡ଼ିଶାଘରେ ରହୁଥିବା ସମ୍ପର୍କୀୟ ମାନେ ଅଗ୍ନିଶ୍ରମ ବିଭାଗ ଓ ପୁଲିସକୁ ଖବର କରିଥିଲେ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦେବେନ୍ଦ୍ରଙ୍କୁ ଜୀବନ୍ତ ଉଦ୍ଧାର କରିପାରିନଥିଲା । ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ଯେହେତୁ ଦେବେନ୍ଦ୍ରଙ୍କ ବିଡ଼ି ପିଇବାର ଅଭ୍ୟାସ ରହିଛି । ସେହି ବିଡ଼ି ନିଆଁରୁ ଘରପୋଡ଼ି ହୋଇଥିବା ସନ୍ଦେହ କରିଛନ୍ତି ସମ୍ପର୍କୀୟ । ଘଟଣା ସ୍ଥଳରେ ଆନନ୍ଦପୁର ପୁଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe